୬୩୯ କୋଟି ଟଙ୍କାରେ ସୈନ୍ୟବାହିନୀ ପାଇଁ କିଣାଯିବ ୧ଲକ୍ଷ ୮୬ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

ନୂଆଦିଲ୍ଲୀ: ସେନାବାହିନୀର ପଦାତିକ ସୈନିକମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର। ଅତ୍ୟାଧୁନିକ ଜ୍ଞ୍ୟାନକୌଶଳରେ ନିର୍ମିତ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ପାଇବେ ପଦାତିକ ବାହିନୀର ସୈନିକମାନେ। ଏଥିପାଇ ଗତକାଲି କେନ୍ଦ୍ର ସରକାର ୬୩୯ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ୧ ଲକ୍ଷ ୮୬ ହଜାର ୧୩୮ଟି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ କିଣିବା ପାଇଁ ଘରୋଇ ସଂସ୍ଥା ଏସଏମପିପି ପ୍ରାଇଭେଟ୍‌ ଲିମିଟେଡ୍‌ … Continue reading ୬୩୯ କୋଟି ଟଙ୍କାରେ ସୈନ୍ୟବାହିନୀ ପାଇଁ କିଣାଯିବ ୧ଲକ୍ଷ ୮୬ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌